ଫସର ଫାଟିଲା କୁକୁର ବନ୍ଧ୍ୟାକରଣ ଯୋଜନା : ଗ୍ଲୋବାଲ୍‌ ଟେଣ୍ଡର ବାତିଲ୍‌

ଭୁବନେଶ୍ୱରରେ ହେବନି ତ ଭୋପାଳ ସ୍ଥିତି ଭୁବନେଶ୍ୱର : ମଧ୍ୟପ୍ରଦେଶ ଭୋପାଳରେ ୫ଟି ବୁଲା କୁକୁର ୪ବର୍ଷର ଜଣେ ଶିଶୁକୁ କାମୁଡ଼ି ଲହୁଲୁହାଣ କରିବା ପରେ ଭୁବନେଶ୍ବରରେ କୁକୁରଙ୍କୁ ନେଇ ଚିନ୍ତା ବଢ଼ିଛି। ଦୀର୍ଘ ଦିନ ହେବ ଏବିସି(ଆନିମଲ ବାର୍ଥ କଣ୍ଟ୍ରୋଲ) କାର୍ଯ୍ୟକ୍ରମ ଚାଲିଥିଲେ ମଧ୍ୟ ଏହା ସଫଳ ହେଉନଥିବାରୁ ରାଜଧାନୀରେ କୁକୁରଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି। ଟିକାକରଣ ହୋଇପାରୁ ନଥିବାରୁ ସେମାନେ କାମୁଡ଼ିଲେ ମାରାତ୍ମକ ଜଳାତଙ୍କ … Continue reading ଫସର ଫାଟିଲା କୁକୁର ବନ୍ଧ୍ୟାକରଣ ଯୋଜନା : ଗ୍ଲୋବାଲ୍‌ ଟେଣ୍ଡର ବାତିଲ୍‌